top of page

 ବୃତ୍ତି ବିଧ୍ୱସ୍ତ ମନୁଷ୍ୟର କଲ୍ୟାଣାର୍ଥେ ଅମୃତମୟ ଜୀବନର ବାର୍ତ୍ତା ନେଇ ଯୁଗ ପୁରିଷୋତ୍ତମ ଶ୍ରୀ ଶ୍ରୀ ଠାକୁରଙ୍କର ଆବିର୍ଭାବ I ତାଙ୍କର ସେ ବାଣୀଗୁଡିକ ବିଭିନ୍ନ ଗ୍ରନ୍ଥ ଆକାରରେ ପ୍ରକାଶିତ I ଏହି ବାଣୀଗୁଡିକ ଧର୍ମ, କର୍ମ, ରାଜନୀତି, ସମାଜନୀତି, ଅର୍ଥନୀତି, ବିଜ୍ଞାନ, କୃଷି, କଳା, ବାଣିଜ୍ୟ, ଶିକ୍ଷା, ବିବାହ, ସତ୍ତା, ବ୍ୟଷ୍ଟି, ସମଷ୍ଟି, ଅତୀତ,ବର୍ତ୍ତମାନ ଓ ଭବିଷ୍ୟତର ଏକ ଅଖଣ୍ଡ ଓ ପୂର୍ଣାଙ୍ଗ ଜୀବନ ଦର୍ଶନ I ସେହି ଦିବ୍ୟ ଗ୍ରନ୍ଥଗୁଡିକ ହେଲା -

୧. ସତ୍ୟାନୁସରଣ (ଶ୍ରୀ ହସ୍ତ ଲିଖିତ)

୨. ନାରୀର ନୀତି

୩ ଆଲୋଚନା ପ୍ରସଙ୍ଗେ - ୨୨ ଖଣ୍ଡ

୪. କଥା ପ୍ରସଙ୍ଗେ - ୩ ଖଣ୍ଡ

୫. ନାନା ପ୍ରସଙ୍ଗେ - ୪ ଖଣ୍ଡ

୬. ଇସଲାମ ପ୍ରସଙ୍ଗେ

୭. ପୂଣ୍ୟପୋଥି

୮. ଦେବୀସୂକ୍ତ

୯. ସଦ୍ ବିଧାୟନା -୨ ଖଣ୍ଡ

୧୦. ନୀତି ବିଧାୟନା

୧୧. କୃତି ବିଧାୟନା

୧୨. ସେବା ବିଧାୟନା

୧୩. ନିଷ୍ଠା ବିଧାୟନା

୧୪. ତପୋ ବିଧାୟନା - ୨ ଖଣ୍ଡ

୧୫. ଦର୍ଶନ ବିଧାୟନା

୧୬. ଆଦର୍ଶ ବିନାୟକ

୧୭. ବିଧାନ ବିନାୟକ

୧୮. ସମାଜ ସନ୍ଦୀପନା

୧୯. ବିକୃତି ବିନାୟନା

୨୦. ଧୃତି ବିନାୟନା - ୨ ଖଣ୍ଡ

୨୧. ଆଚାର ଚର୍ଯ୍ୟା

୨୨. ଅନୁଶୃତି - ୭ ଖଣ୍ଡ

୨୩. ଚଲାର ସାଥୀ

୨୪. ପଥ କଉଡ଼ି 

୨୫. ଶାଶ୍ଵତୀ - ୩ ଖଣ୍ଡ

୨୬. ସମ୍ବିତୀ - ୩ ଖଣ୍ଡ

୨୭. ପ୍ରୀତୀ ବିନାୟକ

୨୮. ବିବାହ ବିଧାୟନା

୨୯. ସଂଜ୍ଞା ସମୀକ୍ଷା

୩୦. ଅମିୟ ବାଣୀ

୩୧. ଜୀବନ ଦୀପ୍ତୀ

୩୨. ଆଶିସ୍ ବାଣୀ

୩୩. ଯାଜୀ ସୂକ୍ତ

୩୪. ଚର୍ଯ୍ୟା ସୂକ୍ତ

୩୫. ଆର୍ଯ୍ୟକୃଷ୍ଟି

୩୬. ସୁରତ ସାକୀ

୩୭. ଆର୍ଯ୍ୟ ପ୍ରତିମୋକ୍ଷ - ୨୩ ଖଣ୍ଡ

୩୮. ସ୍ବାସ୍ଥ୍ୟ ଓ ସଦାଚାର ସୂତ୍ର

୩୯.  The Message ( 9 Volumes)

୪୦. Magnadicta

୪୧. Glowing go of life (2 volumes)

message.png
magnadicta.png
bibaha bidhayana.jpg
Alochana.jpg
Chalarsathi.jpg
jiban dipti.jpg

ଦିବ୍ୟ ଗ୍ରନ୍ଥସମୂହ

bottom of page